ପୁଣି ମମତା ମୁଖ୍ଯମନ୍ତ୍ରୀ:୫ରେ ଶପଥ ଗ୍ରହଣ।

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୫-୨୦୨୧ ଆସନ୍ତା ମେ ୫ ତାରିଖରେ ୩ୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ । ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମେ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଦି ।ମୋଟ ୨୧୧ଟି ଆସନ ଜିତି ପୂର୍ଣ୍ଣ ବହୁମତ ପାଇବା ପରେ ଦିଦି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଶେଷରେ ସେୟା ହିଁ ହୋଇଛି । ଦଳର … Continue reading ପୁଣି ମମତା ମୁଖ୍ଯମନ୍ତ୍ରୀ:୫ରେ ଶପଥ ଗ୍ରହଣ।